or_tn/act/27/09.md

1.3 KiB

We had now taken much time

ବିପରୀତ ଦିଗରେ ପବନ ବହୁଥିବା ସକାଶୁ, କାଇସରିଆଠାରୁ ସୁନ୍ଦର ବନ୍ଦରକୁ ଯାତ୍ରା କରିବା ଯୋଜନା କରିଥିବା ସମୟଠାରୁ ଅଧିକ ସମୟ ନେଇଥିଲା I

We had now taken

ଲେଖକ ଆପଣାକୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

the time of the Jewish fast also had passed, and it had now become dangerous to sail

ଏହି ଉପବାସ ପ୍ରାୟଶ୍ଚିତ୍ତଦିନରେ ହୋଇଥିଲା, ଯାହା ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁସାରେ ସାଧାରଣତଃ ସେପ୍ଟେମ୍ବର ମାସର ଶେଷ ଆଡ଼କୁ କିମ୍ବା ଅକ୍ଟୋବର ମାସର ପ୍ରଥମ ଭାଗରେ ହୋଇଥାଏ I ଏହି ସମୟ ପରେ, ଋତୁଗତ ଅଧିକ ବିପଦପୂର୍ଣ୍ଣ ଝଡ଼ର ଆଶଙ୍କା ଥିଲା I