or_tn/act/27/08.md

12 lines
812 B
Markdown

# We sailed along the coast with difficulty
ତୁମେ ସ୍ପଷ୍ଟ କରିପାରିବ ଯେ ଯଦିଓ ପବନ ପୂର୍ବ ଭଳି ପ୍ରଚଣ୍ଡ ନ ଥିଲା, ତଥାପି ତାହା ଏପରି ପ୍ରଚଣ୍ଡ ଥିଲା ଯେ ଯାତ୍ରା କରିବା କଷ୍ଟକର ହେଲା I (ଦେଖ: [[rc://*/ta/man/translate/figs-explicit]])
# Fair Havens
ଏହା ଲାସାୟା ନିକଟବର୍ତ୍ତୀ ଗୋଟିଏ ବନ୍ଦର ଥିଲା, ଯାହା କ୍ରୀତୀର ଦକ୍ଷିଣ ଉପକୂଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# near the city of Lasea
ଏହା କ୍ରୀତୀର ଗୋଟିଏ ଉପକୂଳବର୍ତ୍ତୀ ନଗର I