or_tn/act/27/06.md

8 lines
597 B
Markdown

# found a ship from Alexandria that was going to sail to Italy
ଏହା ସୂଚାଉଛି ଯେ ଗୋଟିଏ ଜାହାଜ ଇତାଲିଆକୁ ପ୍ରସ୍ଥାନ କରିବ I ବିକଳ୍ପ ଅନୁବାଦ: “ଗୋଟିଏ ଜାହାଜ ପାଇଲୁ ଯାହା ଆଲେକ୍ ଜାଣ୍ଡ୍ରିଆଠାରୁ ଆସି ଇତାଲିଆକୁ ଯାଉଥିଲା” (ଦେଖ: [[rc://*/ta/man/translate/translate-names]])
# Alexandria
ଏହା ଗୋଟିଏ ନଗରର ନାମ I (ଦେଖ: [[rc://*/ta/man/translate/figs-explicit]])