or_tn/act/27/04.md

535 B

we went to sea and sailed

ଆମ୍ଭେମାନେ ଯାତ୍ରା ଆରମ୍ଭକରି ଗଲୁ

sailed under the lee of Cyprus, close to the island

କୁପ୍ରର ଉହାଡ ହେଉଛି ସେହି ଦ୍ବୀପର ପାର୍ଶ୍ବ ଯାହା ପ୍ରଚଣ୍ଡ ପବନକୁ ଅଟକାଇଦିଏ, ଫଳରେ ଜାହାଜଗୁଡିକୁ ସେମାନଙ୍କର ପଥରେ ଯିବାପାଇଁ ବଳ ପ୍ରୟୋଗ କରିବାକୁ ପଡ଼େ ନାହିଁ I