or_tn/act/27/02.md

1.6 KiB
Raw Permalink Blame History

We boarded a ship ... which was about to sail

ଏଠାରେ “ଜାହାଜ ...ଯିବା ନିମନ୍ତେ ଉଦ୍ୟତ” ବାକ୍ୟାଂଶଟି ପ୍ରସ୍ତୁତଥିବା ଜାହାଜର କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଗୋଟିଏ ଜାହାଜରେ ଚଢିଲୁ ...ଯାହା କର୍ମଚାରୀମାନେ ଚଳାଇବାକୁ ଉଦ୍ୟତ ଥିଲେ” (ଦେଖ: rc://*/ta/man/translate/figs-metonymy)

a ship from Adramyttium

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଆଦ୍ରାମୁତ୍ତୀୟରୁ ଆସିଥିବା ଗୋଟିଏ ଜାହାଜ କିମ୍ବା ) ଆଦ୍ରାମୁତ୍ତୀୟରେ ପଞ୍ଜିକୃତ ଅବା ଅନୁମତି ପ୍ରାପ୍ତ ଗୋଟିଏ ଜାହାଜ I

about to sail

ଶୀଘ୍ର ଯାତ୍ରା କରିବାକୁ ଯାଉଛି କିମ୍ବା “ଶୀଘ୍ର ପ୍ରସ୍ଥାନ କରିବ”

went to sea

ସମୁଦ୍ରପଥରେ ଆମ୍ଭମାନଙ୍କର ଯାତ୍ରା ଆରମ୍ଭ କଲୁ

Aristarchus

ଆରିସ୍ତାର୍ଖ ମାକିଦନିଆରୁ ଆସିଲେ, କିନ୍ତୁ ଏଫିସରେ ପାଉଲଙ୍କ ସାଙ୍ଗରେ କାର୍ଯ୍ୟ କରୁଥିଲେ I ତୁମେ ତାଙ୍କର ନାମକୁ ପ୍ରେରିତ ୧୯:୨୯ରେ କିପରି ଅନୁବାଦ କଲ ତାହା ଦେଖ I