or_tn/act/26/31.md

822 B

the hall

ଏହା ଉତ୍ସବ, ବିଚାର ଓ ଅନ୍ୟ ଘଟଣାଗୁଡିକ ନିମନ୍ତେ ଉଦ୍ଦିଷ୍ଟ ଗୋଟିଏ ବୃହତ୍ କୋଠାରୀ ଅଟେ I

This man does nothing worthy of death or of bonds

ଗୁଣବାଚକ ବିଶେଷ୍ୟ “ମୃତ୍ୟୁ”କୁ “ମୃତ୍ୟୁଭୋଗ କରିବା” କ୍ରିୟାଭାବରେ କୁହାଯାଇପାରିବ I ଏଠାରେ “ବନ୍ଧନ” ବନ୍ଦୀହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ଲୋକ ମୃତ୍ୟୁ କି ବନ୍ଦୀହେବା ଯୋଗ୍ୟ ନୁହେଁ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-metonymy]])