or_tn/act/26/28.md

841 B

In a short time would you persuade me and make me a Christian?

ଅଧିକ ପ୍ରମାଣ ବିନା, ସହଜରେ ସେ ଆଗ୍ରିପ୍ପାଙ୍କୁ ବୁଝାଇପାରିବେ ନାହିଁ ବୋଲି ଦର୍ଶାଇବା ନିମନ୍ତେ ଆଗ୍ରିପ୍ପା ପାଉଲଙ୍କୁ ଏହି ପ୍ରଶ୍ନ କରୁଛନ୍ତି I ଏହାକୁ ଗୋଟିଏ ଉକ୍ତି ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ନିଶ୍ଚୟ ତୁମେ ଭାବ ନାହିଁ ଯେ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ମୋତେ ତୁମେ ଏତେ ସହଜରେ ବୁଝାଇପାରିବ!” (ଦେଖ: rc://*/ta/man/translate/figs-rquestion)