or_tn/act/26/22.md

16 lines
1.0 KiB
Markdown

# Connecting Statement:
ପାଉଲ ରାଜା ଅଗ୍ରିପ୍ପାଙ୍କ ନିକଟରେ ଆପଣା ପକ୍ଷ ସମର୍ଥନ କରିବା ଶେଷ କରୁଛନ୍ତି I
# to the common people and to the great ones about nothing
ଏଠାରେ “କ୍ଷୁଦ୍ର ଲୋକ” ଓ “ମହାନ୍ ଲୋକ”ର ଅର୍ଥ “ସମସ୍ତ ଲୋକ I” ବିକଳ୍ପ ଅନୁବାଦ: “କ୍ଷୁଦ୍ର ଓ ମହାନ୍, ସମସ୍ତଙ୍କୁ, ଆଉ କିଛି ବିଷୟରେ ନୁହେଁ” (ଦେଖ: rc://*/ta/man/translate/figs-merism)
# about nothing more than what
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ସଠିକ୍ ବିଷୟରେ ଯାହା”
# what the prophets
ପାଉଲ ପୁରାତନ ନିୟମର ଭାବବାଦୀମାନଙ୍କ ସାମୂହିକ ଲେଖାକୁ ଉଲ୍ଲେଖ କରୁଛନ୍ତି I