or_tn/act/26/18.md

32 lines
3.9 KiB
Markdown

# to open their eyes
ଲୋକମାନଙ୍କୁ ସତ୍ୟ ବୁଝିବା ନିମନ୍ତେ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଆକ୍ଷରିକ ଭାବରେ ତାହାର ଆଖି ଖୋଲିବାକୁ ସାହାଯ୍ୟ କରୁଛି I (ଦେଖ: [[rc://*/ta/man/translate/figs-metaphor]])
# to turn them from darkness to light
ଜଣକୁ ମନ୍ଦ କାର୍ଯ୍ୟ କରିବା ବନ୍ଦକରି ଈଶ୍ବରଙ୍କଠାରେ ଭରସା ରଖିବାକୁ ଓ ତାହାଙ୍କର ବାଧ୍ୟହେବାକୁ ଆରମ୍ଭ କରିବା ନିମନ୍ତେ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେହି ଲୋକଟି ଆକ୍ଷରିକ ଭାବରେ ଜଣକୁ ଅନ୍ଧକାରରୁ ବାହାର କରି ଆଲୋକର ସ୍ଥାନକୁ କଢାଇ ନେଉଛି I (ଦେଖ: [[rc://*/ta/man/translate/figs-metaphor]])
# to turn them ... from the power of Satan to God
ଶୟତାନର ବାଧ୍ୟ ହେବାକୁ ବନ୍ଦକରି ଈଶ୍ବରଙ୍କର ବାଧ୍ୟହେବାକୁ ଆରମ୍ଭ କରିବା ନିମନ୍ତେ ଜଣକୁ ସାହାଯ୍ୟ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଆଉ ଜଣକୁ ଆକ୍ଷରିକ ଭାବରେ ଶୟତାନ ରାଜ୍ୟ କରୁଥିବା ସ୍ଥାନରୁ ଫେରାଇନେଇ ଈଶ୍ବର ରାଜ୍ୟ କରୁଥିବା ସ୍ଥାନକୁ କଢାଇ ନେଉଛି I (ଦେଖ: [[rc://*/ta/man/translate/figs-metaphor]])
# they may receive from God the forgiveness of sins
ଗୁଣବାଚକ ବିଶେଷ୍ୟ “କ୍ଷମା” ଶବ୍ଦକୁ “କ୍ଷମା କରିବା” କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କର ପାପକୁ କ୍ଷମା କରିପାରନ୍ତି” (ଦେଖ: [[rc://*/ta/man/translate/figs-abstractnouns]])
# the inheritance that I give
ଗୁଣବାଚକ ବିଶେଷ୍ୟ “ଉତ୍ତରାଧିକାର” ଶବ୍ଦକୁ “ଅଧିକାର କରିବା” କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ଯାହା ଦେବା, ତାହା ସେମାନେ ଅଧିକାର କରିବେ” (ଦେଖ: [[rc://*/ta/man/translate/figs-abstractnouns]])
# the inheritance
ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଯୀଶୁ ଦେଉଥିବା ଆଶୀର୍ବାଦ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ତାହା ସବୁ ଏକ ଅଧିକାର ଯାହା ପିଲାମାନେ ସେମାନଙ୍କ ବାପାଙ୍କଠାରୁ ପାଇଥାନ୍ତି I (ଦେଖ: [[rc://*/ta/man/translate/figs-metaphor]])
# sanctified by faith in me
ଯୀଶୁ କେତେକ ଲୋକଙ୍କୁ ଆପଣାର ହେବାପାଇଁ ମନୋନୀତ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେ ଆକ୍ଷରିକ ଭାବରେ ସେମାନଙ୍କୁ ଅନ୍ୟମାନଙ୍କଠାରୁ ପୃଥକ୍ କଲେ I (ଦେଖ: [[rc://*/ta/man/translate/figs-metaphor]])
# by faith in me
କାରଣ ସେମାନେ ମୋଠାରେ ବିଶ୍ବାସ କରନ୍ତି I ଏଠାରେ ପାଉଲ ପ୍ରଭୁଙ୍କର କଥାକୁ ଉଦ୍ଧୃତ କରିବା ଶେଷ କରୁଛନ୍ତି I