or_tn/act/26/14.md

12 lines
2.3 KiB
Markdown

# I heard a voice speaking to me that said
ଏଠାରେ “ସ୍ବର” କେହି ଜଣେ କଥା କହୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କେହି ଜଣେ ମୋତେ କଥା କହୁଥିବା ମୁଁ ଶୁଣିଲି ଯେ କହିଲେ” (ଦେଖ: [[rc://*/ta/man/translate/figs-metonymy]])
# Saul, Saul, why do you persecute me?
ଏହା ଗୋଟିଏ ପ୍ରଭାବ ଉତ୍ପନ୍ନକାରୀ ପ୍ରଶ୍ନ I କଥା କହୁଥିବା ବ୍ୟକ୍ତି ଶାଉଲଙ୍କୁ ସତର୍କ କରାଇଦେଉଛନ୍ତି ଯେ ଶାଉଲ ତାହାଙ୍କ ପ୍ରତି କ’ଣ କରୁଛନ୍ତି ପୁଣି ସୂଚାଇ ଦେଉଛନ୍ତି ଯେ ଶାଉଲ ତାହା କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ ତାଡନା କରୁଅଛ I” କିମ୍ବା “ଶାଉଲ, ଶାଉଲ, ଆମ୍ଭକୁ ତାଡନା କରିବା ବନ୍ଦ କର I” (ଦେଖ: rc://*/ta/man/translate/figs-rquestion)
# It is hard for you to kick a goad
ପାଉଲ ଯୀଶୁଙ୍କୁ ପ୍ରତିରୋଧ କରିବା ଓ ବିଶ୍ବାସୀମାନଙ୍କୁ ତାଡନା କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେ ଗୋଟିଏ ବଳଦ ଏବଂ ସେ ପାଞ୍ଚଣ ବା ବାଡିରେ ଲାଗିଥିବା କଣ୍ଟାମୁନରେ ଗୋଇଠା ମାରୁଛନ୍ତି, ଏପରି ବାଡି (କିମ୍ବା “କଣ୍ଟାମୁନ ଥିବା ବାଡି) ଯହିଁରେ ଲୋକମାନେ କୌଣସି ପଶୁକୁ କେଞ୍ଚନ୍ତି I ଏହାର ଅର୍ଥ ଯେ ପାଉଲ କେବଳ ନିଜେ ନିଜକୁ ଆଘାତ କରୁଛନ୍ତି I ବିକଳ୍ପ ଅନୁବାଦ: “ବଳଦ ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ଭଳି ତୁମେ କେବଳ ଆପଣାକୁ ଆଘାତ କରିବ” (ଦେଖ: [[rc://*/ta/man/translate/figs-metaphor]])