or_tn/act/26/12.md

1.5 KiB

Connecting Statement:

ରାଜା ଆଗ୍ରିପ୍ପାଙ୍କୁ କଥା କହୁଥିବା ବେଳେ, ପ୍ରଭୁ ତାହାଙ୍କୁ କେତେବେଳେ କଥା କହିଥିଲେ, ତାହା କହୁଛନ୍ତି I

While I was doing this

ପାଉଲ ଆପଣା ପକ୍ଷ ସମର୍ଥନର ଆଉ ଗୋଟିଏ ଦିଗ ବଦଳାଇବାର ଚିହ୍ନଟପାଇଁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I ବର୍ତ୍ତମାନ ସେ କହୁଛନ୍ତି ଯେ ସେ କେବେ ଯୀଶୁଙ୍କୁ ଦେଖିଥିଲେ ଓ ତାହାଙ୍କର ଶିଷ୍ୟ ହୋଇଥିଲେ I

While

ଏକା ସମୟରେ ଘଟିଥିବା ଦୁଇଟି ଘଟଣାକୁ ଚିହ୍ନିତ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏହି କ୍ଷେତ୍ରରେ, ପାଉଲ ସେତେବେଳେ ଦମ୍ମେସକକୁ ଯାଇଥିଲେ ଯେତେବେଳେ ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I

with authority and orders

ପାଉଲ ଯିହୂଦୀ ନେତାମାନଙ୍କଠାରୁ ଲିଖିତ ପତ୍ର ପାଇଥିଲେ, ଯେଉଁ ପତ୍ରରେ ଯିହୂଦୀ ବିଶ୍ବାସୀମାନଙ୍କୁ ତାଡନା କରିବାକୁ ତାହାଙ୍କୁ ଅଧିକାର ମିଳିଥିଲା I