or_tn/act/26/08.md

1.3 KiB

Why should any of you think it is unbelievable that God raises the dead?

ପାଉଲ ଉପସ୍ଥିତ ଥିବା ଯିହୂଦୀମାନଙ୍କୁ ଗୋଟିଏ ପ୍ରଶ୍ନକରି ଆହ୍ବାନ ଦେଉଛନ୍ତି I ଇଶ୍ବର ମୃତମାନଙ୍କୁ ଉଠାଇପାରନ୍ତି ବୋଲି ସେମାନେ ବିଶ୍ବାସ କରନ୍ତି, କିନ୍ତୁ ଇଶ୍ବର ଯୀଶୁଙ୍କୁ ପୁନର୍ଜୀବିତ କଲେ ବୋଲି ଭାବୁନାହାନ୍ତି I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଭାବୁନାହାନ୍ତି ଯେ ଈଶ୍ବର ମୃତମାନଙ୍କୁ ଉଠାଇବା ଅବିଶ୍ବାସ ଯୋଗ୍ୟ” (ଦେଖ: rc://*/ta/man/translate/figs-rquestion)

raises the dead

ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହାର ଅର୍ଥ ମୃତ ହୋଇଥିବା ଜଣକୁ ପୁନର୍ଜୀବିତ କରିବା I ବିକଳ୍ପ ଅନୁବାଦ: “ମୃତ ଲୋକମାନଙ୍କୁ ପୁନର୍ବାର ଜୀବିତ କରନ୍ତି”