or_tn/act/25/21.md

12 lines
1.4 KiB
Markdown

# Connecting Statement:
ଫେଷ୍ଟ ପାଉଲଙ୍କ ବିଷୟ ରାଜା ଅଗ୍ରିପ୍ପାଙ୍କୁ ବର୍ଣ୍ଣନା କରିବା ଶେଷ କରୁଛନ୍ତି I
# But when Paul appealed to be kept in custody while awaiting the decision of the emperor
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଯେତେବେଳେ ପାଉଲ ବାରମ୍ବାର ଅନୁରୋଧ କଲେ ଯେ ସମ୍ରାଟ ତାହାଙ୍କ ବିଷୟରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେ ରୋମୀୟ ସୁରକ୍ଷା ମଧ୍ୟରେ ରହିବାକୁ ଚାହୁଁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# I ordered him to be held in custody
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ତାହାଙ୍କୁ ସୁରକ୍ଷା ମଧ୍ୟରେ ରଖିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲୁ” କିମ୍ବା “ଆମ୍ଭେ ତାହାଙ୍କୁ ଜଗିବାପାଇଁ ସୈନ୍ୟମାନଙ୍କୁ କହିଲୁ” (ଦେଖ: [[rc://*/ta/man/translate/figs-activepassive]])