or_tn/act/25/16.md

1.3 KiB

to hand over anyone

ଏଠାରେ “ସମର୍ପଣ”ର ଅର୍ଥ ଜଣକୁ ସେହି ଲୋକମାନଙ୍କ ନିକଟକୁ ପଠାଇବା, ଯେଉଁମାନେ ତାହାଙ୍କୁ ଦଣ୍ଡ ଦେବେ କିଅବା ବଧ କରିବେ I ବିକଳ୍ପ ଅନୁବାଦ: “ଜଣକୁ ଦଣ୍ଡ ଦେବାପାଇଁ ଅନ୍ୟ ଜଣେ କାହାକୁ ଅନୁମତି ଦେବା” କିମ୍ବା “କୌଣସି ଲୋକକୁ ମୃତ୍ୟୁ ଦଣ୍ଡାଜ୍ଞା ଦେବା” (ଦେଖ: rc://*/ta/man/translate/figs-metaphor)

before the accused had faced his accusers

ଏଠାରେ “ତାହାଙ୍କ ଅଭିଯୋଗକାରୀଙ୍କ ସମ୍ମୁଖିନ ହେଲେ” ଏକ ରୂଢ଼ି, ଯାହାର ଅର୍ଥ ତାହାଙ୍କୁ ଅଭିଯୋଗ କରୁଥିବା ଲୋକମାନଙ୍କ ସହିତ ସାକ୍ଷାତ କରିବା I ବିକଳ୍ପ ଅନୁବାଦ: “କୌଣସି ଏକ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ ଭାବରେ ଅଭିଯୋଗକାରୀ ସାକ୍ଷାତ କରିବା” (ଦେଖ: rc://*/ta/man/translate/figs-idiom)