or_tn/act/25/15.md

8 lines
1.5 KiB
Markdown

# brought charges against this man
ବିଚାରାଳୟରେ ଜଣକୁ ଅଭିଯୋଗ କରିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଜଣେ ବିଚାରାଳୟକୁ ଆଣିଥାଏ I ବିକଳ୍ପ ଅନୁବାଦ: “ଏହି ଲୋକ ବିରୁଦ୍ଧରେ ମୋତେ କହିଲେ” (ଦେଖ: [[rc://*/ta/man/translate/figs-metaphor]])
# they asked for a sentence of condemnation against him
ଗୁଣବାଚକ ବିଶେଷ୍ୟ “ଦଣ୍ଡ” ଓ ""ମୃତ୍ୟୁଦଣ୍ଡ”କୁ କ୍ରିୟା ଭାବରେ ପ୍ରକାଶ କରାଯାଇପାରିବ I “ମୃତ୍ୟୁଦଣ୍ଡର ଆଦେଶ” ସୂଚାଉଛି ଯେ ପାଉଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେମାନେ ଅନୁରୋଧ କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯେପରି ତାହାକୁ ମୃତ୍ୟୁ ଦଣ୍ଡ ଦେବି ତାହା ସେମାନେ ମତେ ନିବେଦନ କଲେ” କିମ୍ବା “ମୁଁ ଯେପରି ତାହାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବି ତାହା ସେମାନେ ମତେ ନିବେଦନ କଲେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-explicit]])