or_tn/act/25/06.md

1.7 KiB

General Information:

ଏଠାରେ ପ୍ରଥମ ତିନି ଥର ବ୍ୟବହାର କରାଯାଇଥିବା “ସେ” ଶବ୍ଦ ଓ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I ଚତୁର୍ଥ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I “ସେମାନେ” ଶବ୍ଦ ଯିରୂଶାଲମରୁ ଆସିଥିବା ଯିହୂଦୀମାନଙ୍କୁ ବୁଝାଏ I

down to Caesarea

ଭୌଗଳିକଭାବରେ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଅବସ୍ଥିତ I ସେଥିପାଇଁ ଯିରୂଶାଲମରୁ ତଳକୁ ଯିବା ବୋଲି କହିବା ସାଧାରଣ ଥିଲା I

sat in the judgment seat

ଏଠାରେ “ବିଚାରାସନ” ଶବ୍ଦ ବିଚାରପତି ଭାବରେ ଫେଷ୍ଟ ପାଉଲଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆସନରେ ବସି ସେ ବିଚାରପତି ଭାବରେ କାର୍ଯ୍ୟ କଲେ” କିମ୍ବା “ସେ ବିଚାରପତି ଭାବରେ ବସିଲେ” (ଦେଖ: rc://*/ta/man/translate/figs-metonymy)

Paul to be brought to him

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କର ସୈନ୍ୟମାନେ ପାଉଲଙ୍କୁ ତାହାଙ୍କ ସମ୍ମୁଖକୁ ଆଣିଲେ” (ଦେଖ: rc://*/ta/man/translate/figs-activepassive)