or_tn/act/25/04.md

921 B

General Information:

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଫେଷ୍ଟ ଓ ତାହାଙ୍କ ସହିତ ଯାତ୍ରା କରୁଥିବା ରୋମୀୟମାନଙ୍କୁ ବୁଝାଏ, କିନ୍ତୁ ତାହାଙ୍କ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Festus answered that Paul was being held at Caesarea, and that he himself was going there soon.

ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଫେରିବା” (ଦେଖ: rc://*/ta/man/translate/figs-quotations)