or_tn/act/24/26.md

8 lines
467 B
Markdown

# Paul to give money to him
ଫେଲିକ୍ସ୍ ଆଶା କରୁଥିଲେ ଯେ ତାଙ୍କୁ ମୁକ୍ତ କରିଦେବା ପାଇଁ ପାଉଲ ତାଙ୍କୁ ଲାଞ୍ଚ ଦେବେ
# so he often sent for him and spoke with him
ଏଥିପାଇଁ ଫେଲିକ୍ସ୍ ପାଉଲଙ୍କୁ ଡକାଇ ଥରକୁଥର ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ