or_tn/act/24/20.md

806 B

Connecting Statement:

ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ଆପଣାର ପକ୍ଷ ସମର୍ଥନ ସମାପ୍ତ କରୁଛନ୍ତି I

these same men

ଏହା ପାଉଲଙ୍କ ବିଚାର ସମୟରେ ଯିରୂଶାଲମରେ ଉପସ୍ଥିତ ଥିବା ମହାସଭାର ସଭ୍ୟମାନଙ୍କୁ ବୁଝାଏ I

should say what wrong they found in me

ମୁଁ କରିଥିବା ଭୁଲ୍ କାର୍ଯ୍ୟ ବିଷୟରେ କହିବା ଉଚିତ, ଯାହା ସେମାନେ ପ୍ରମାଣ କରିବାକୁ ସମର୍ଥ