or_tn/act/24/18.md

8 lines
667 B
Markdown

# in a purification ceremony in the temple
ଆପଣାକୁ ଶୁଚି କରିବା ନିମନ୍ତେ ମନ୍ଦିରରେ ନୈବେଦ୍ୟ ଉତ୍ସର୍ଗ କଲା ପରେ
# not with a crowd or an uproar
ଏହା ଗୋଟିଏ ପୃଥକ୍ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଲୋକଭିଡକୁ ଏକତ୍ର କରି ନ ଥିଲି କି କୌଣସି ଗଣ୍ଡଗୋଳ ଆରମ୍ଭ କରିବାକୁ ଚେଷ୍ଟା କରୁ ନ ଥିଲି” (ଦେଖ: [[rc://*/ta/man/translate/figs-explicit]])