or_tn/act/24/17.md

981 B

Now

ଏହି ଶବ୍ଦ ପାଉଲଙ୍କ ଯୁକ୍ତିରେ ଏକ ଦିଗ ବଦଳାଇବାକୁ ଚିହ୍ନଟକରେ I ଏଠାରେ ସେ ଯିରୂଶାଲମର ପରିସ୍ଥିତିକୁ ବୁଝାଉଛନ୍ତି, ଯେତେବେଳେ କେତେକ ଯିହୂଦୀ ତାଙ୍କୁ ବାନ୍ଧିଥିଲେ I

after many years

ଯିରୂଶାଲମରୁ ଅନେକ ବର୍ଷ ପର୍ଯ୍ୟନ୍ତ ବାହାରେ ରହିଲା ପରେ

I came to bring help to my nation and gifts of money

ଏଠାରେ “ମୁଁ ଆସିଲି”କୁ “ମୁଁ ଗଲି” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଭାବରେ ଅର୍ଥ ଆଣି ମୋହର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗଲି” (ଦେଖ: rc://*/ta/man/translate/figs-go)