or_tn/act/24/14.md

16 lines
1.7 KiB
Markdown

# I confess this to you
ମୁଁ ଆପଣଙ୍କ ନିକଟରେ ଏହା ସ୍ବୀକାର କରୁଅଛି
# that according to the Way
“ମାର୍ଗ” ଶବ୍ଦଟି ଗୋଟିଏ ଉପାଧି, ଯାହା ପାଉଲଙ୍କ ସମୟରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଥିଲା I
# they call a sect
ଏହା ଗୋଟିଏ ବଡ଼ ଦଳ ମଧ୍ୟରେ ଲୋକମାନଙ୍କର ଗୋଟିଏ ଛୋଟ ଦଳ I ତର୍ତ୍ତୁଲ୍ଲ ଯିହୂଦୀ ଧର୍ମ ମଧ୍ୟରେ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଛୋଟ ଦଳ ବୋଲି ବିବେଚନା କରୁଛନ୍ତି I ତୁମେ “ଦଳ”କୁ [ପ୍ରେରିତ ୨୪:୫](../24/05.md) ରେ କିପରି ଅନୁବାଦ କଲ ତାହା ଦେଖ I
# in that same way I serve the God of our fathers
ପାଉଲ “ସେହି ମାର୍ଗ ଅନୁସାରେ” ବାକ୍ୟାଂଶକୁ ବ୍ୟବହାର କରି ଏହି ଅର୍ଥ ପ୍ରକାଶ କରୁଛନ୍ତି ଯେ ସେମାନଙ୍କର ଯିହୂଦୀ ପିତୃପୁରୁଷମାନେ ଯେପରି କରୁଥିଲେ, ସେ ଯୀଶୁଙ୍କଠାରେ ଜଣେ ବିଶ୍ବାସୀ ଭାବରେ ସେପରି ଈଶ୍ବରଙ୍କର ସେବା କରୁଛନ୍ତି I ସେ ଗୋଟିଏ “ଦଳ”କୁ ପରିଚାଳନା କରୁନାହାନ୍ତି କିମ୍ବା ସେମାନଙ୍କର ପ୍ରାଚୀନ ଧର୍ମ ବିରୁଦ୍ଧରେ କିଛି ନୂଆ ବିଷୟ ଶିକ୍ଷା ଦେଉନାହାନ୍ତି I