or_tn/act/23/29.md

8 lines
1.1 KiB
Markdown

# that he was being accused about questions concerning
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେମାନେ ତାହାଙ୍କୁ ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରଶ୍ନ ବିଷୟରେ ଅଭିଯୋଗ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# but that there was no accusation against him that deserved death or imprisonment
ଗୁଣବାଚକ ବିଶେଷ୍ୟ “ଅଭିଯୋଗ,” “ମୃତ୍ୟୁ” ଓ ବନ୍ଦିତ୍ବ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ କିନ୍ତୁ କେହି ତାଙ୍କ ବିଷୟରେ ଏପରି କିଛି ଅଭିଯୋଗ କରି ନାହାନ୍ତି ଯେ ରୋମୀୟ ଅଧିକାରୀମାନେ ତାଙ୍କୁ ପ୍ରାଣଦଣ୍ଡ ଦେବେ କି କାରାଗାରକୁ ପଠାଇବେ” (ଦେଖ: [[rc://*/ta/man/translate/figs-abstractnouns]])