or_tn/act/23/27.md

12 lines
1.1 KiB
Markdown

# This man was arrested by the Jews
ଏଠାରେ “ଯିହୂଦୀ”ର ଅର୍ଥ କେତେକ ଯିହୂଦୀମାନେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନେ ଏହି ଲୋକକୁ ବାନ୍ଧି ଆଣିଛନ୍ତି” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-activepassive]])
# was about to be killed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ବଧ କରିବାକୁ ପ୍ରସ୍ତୁତ ଥିଲେ” (ଦେଖ: [[rc://*/ta/man/translate/figs-activepassive]])
# I came upon them with soldiers
ପାଉଲ ଓ ଏହି ଯିହୂଦୀମାନେ ଯେଉଁଠାରେ ଥିଲେ, ମୁଁ ସୈନ୍ୟମାନଙ୍କ ସହିତ ସେହି ସ୍ଥାନରେ ପହଞ୍ଚିଲି