or_tn/act/23/21.md

982 B

forty men

୪୦ ଜଣ ଲୋକ (ଦେଖ: rc://*/ta/man/translate/translate-numbers)

lying in wait for him

ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ କିମ୍ବା “ପାଉଲଙ୍କୁ ବଧ କରିବାକୁ ପ୍ରସ୍ତୁତ”

They have called a curse down on themselves, neither to eat nor to drink until they have killed him

ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ନ ଖାଇବାକୁ କି କିଛି ନ ପିଇବାକୁ ସେମାନେ ଶପଥ କରିଛନ୍ତି I ଆଉ ସେମାନେ ଯାହା କରିବାକୁ ପ୍ରତିଜ୍ଞା କରିଛନ୍ତି ତାହା ଯଦି ନ କରନ୍ତି, ତେବେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି I