or_tn/act/23/15.md

1.0 KiB

Now, therefore

କାରଣ ଯାହା ଏବେ ଆମ୍ଭେମାନେ କହିଅଛୁ ତାହା ସତ୍ୟ ଅଟେ କିମ୍ବା “ଯେହେତୁ ଆମ୍ଭେମାନେ ଏହି ଅଭିଶାପରେ ଆବଦ୍ଧ ହୋଇଅଛୁ”

Now

ଏହାର ଅର୍ଥ “ଏହି କ୍ଷଣି” ନୁହେଁ, କିନ୍ତୁ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବାପାଇଁ ଏହା ବ୍ୟବହାର କରାଯାଇଛି I

bring him down to you

ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାପାଇଁ ପାଉଲଙ୍କୁ ଗଡ଼ରୁ ଆଣନ୍ତୁ

as if you would decide his case more precisely

ସତେ ଯେମିତି ପାଉଲ କ’ଣ ସବୁ କରିଛନ୍ତି ସେ ବିଷୟରେ ଜାଣିବାପାଇଁ ତୁମ୍ଭେମାନେ ଇଚ୍ଛା କରୁଅଛ