or_tn/act/23/06.md

1.5 KiB

Brothers

ଏଠାରେ “ଭାଇମାନେ” ସହ-ଯିହୂଦୀମାନଙ୍କୁ ବୁଝାଏ I

a son of Pharisees

ଏଠାରେ “ପୁତ୍ର” ର ଅର୍ଥ ସେ ଆକ୍ଷରିକ ଭାବେ ଜଣେ ଫାରୂଶୀର ପୁତ୍ର ଓ ଫାରୂଶୀର ବଂଶଧର ଅଟନ୍ତି I ବିକଳ୍ପ ଅନୁବାଦ: “ଆଉ ମୋହର ପିତା ଓ ପିତୃପୁରୁଷମାନେ ଫାରୂଶୀ ଥିଲେ”

the resurrection of the dead that I

“ପୁନରୁତ୍ଥାନ” ଶବ୍ଦଟିକୁ “ଜିବିତାବସ୍ଥାକୁ ଫେରି ଆସିବା” ବୋଲି କୁହାଯାଇପାରିବ I “ମୃତ” ଶବ୍ଦଟିକୁ “ଯେଉଁମାନେ ମୃତ୍ୟୁଭୋଗ କରିଅଛନ୍ତି” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି, ସେମାନେ ଜୀବିତାବସ୍ଥାକୁ ଫେରି ଆସିବେ, ମୁଁ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-nominaladj]])

I am being judged

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋହର ବିଚାର କରୁଅଛ” (ଦେଖ: rc://*/ta/man/translate/figs-activepassive)