or_tn/act/23/03.md

2.0 KiB

whitewashed wall

ଏହା ଗୋଟିଏ କାନ୍ଥକୁ ବୁଝାଏ ଯାହା ପରିଷ୍କାର ଦେଖାଯିବା ନିମନ୍ତେ ଧଳା ରଙ୍ଗ କରାଯାଇଛି I ପାଉଲ ହାନାନ୍ ଙ୍କୁ କହିଲେ ଯେ ଯେପରି ଗୋଟିଏ କାନ୍ଥକୁ ପରିଷ୍କାର ଦେଖାଯିବା ନିମନ୍ତେ ଧଳା ରଙ୍ଗ ଦିଆଯାଇଥାଏ, ସେପରି ହାନାନ୍ ନୈତିକଭାବରେ ପରିଷ୍କାର ଦେଖାଯାଉଛନ୍ତି, କିନ୍ତୁ ସେ ପ୍ରକୃତରେ ମନ୍ଦ ଅଭିଳାଷରେ ପୂର୍ଣ୍ଣ ଅଟନ୍ତି I ବିକଳ୍ପ ଅନୁବାଦ: ""ଶୁକ୍ଲୀକୃତ ପ୍ରାଚୀର"" (ଦେଖ: rc://*/ta/man/translate/figs-metaphor)

Are you sitting to judge ... against the law?

ହାନାନ୍ ଙ୍କର କପଟତାକୁ ଦେଖାଇଦେବା ନିମନ୍ତେ ପାଉଲ ଗୋଟିଏ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ବିଚାର କରିବାକୁ ବସି .... ବ୍ୟବସ୍ଥା ବିରୁଦ୍ଧରେ” (ଦେଖ: rc://*/ta/man/translate/figs-rquestion)

order me to be struck

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I “ଇଶ୍ବର ତୁମ୍ଭକୁ ଆଘାତ କରିବେ” ବାକ୍ୟାଂଶରେ ତୁମେ ଯେପରି କରିଥିଲ, ସେପରି “ଆଘାତ” ଶବ୍ଦ ନିମନ୍ତେ ମଧ୍ୟ ସେହି ଏକା ଶବ୍ଦ ବ୍ୟବହାର କରି ପାରିବ I ବିକଳ୍ପ ଅନୁବାଦ: “ମୋତେ ଆଘାତ କରିବା ପାଇଁ ଲୋକମାନଙ୍କୁ ଆଜ୍ଞା ଦେଉଅଛ” (ଦେଖ: rc://*/ta/man/translate/figs-activepassive)