or_tn/act/22/22.md

558 B

General Information:

ଏଠାରେ “ତାହାଙ୍କୁ” ଓ ପ୍ରଥମ ଦୁଇଟି “ତାହାର” ଶବ୍ଦ ପାଉଲଙ୍କୁ ବୁଝାଏ I “ସେ” ଶବ୍ଦଗୁଡିକ ପ୍ରଧାନ ସେନାପତିଙ୍କୁ ବୁଝାଏ I

Away with such a fellow from the earth

“ପୃଥିବୀରୁ” ଶବ୍ଦଟି “ଏ ଭଳି ଲୋକଠାରୁ ଦୂର ହୁଅ” କୁ ଗୁରୁତ୍ବ ଦେଉଛି I ବିକଳ୍ପ ଅନୁବାଦ: “ବଧ କର”