or_tn/act/22/16.md

1.9 KiB

Now

ଏଠାରେ “ଏବେ” ""ଏହି କ୍ଷଣି""କୁ ବୁଝାଏ ନାହିଁ, କିନ୍ତୁ ଏହା ପରେ ଆସୁଥିବା ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନାକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I

why are you waiting?

ପାଉଲଙ୍କୁ ବାପ୍ତିଜିତ ହେବାକୁ ଉତ୍ସାହିତ କରିବା ନିମନ୍ତେ ଏହି ପ୍ରଶ୍ନ ପଚରାଯାଇଛି I ବିକଳ୍ପ ଅନୁବାଦ: “ଅପେକ୍ଷା କର ନାହିଁ!” କିମ୍ବା “ବିଳମ୍ବ କର ନାହିଁ!” (ଦେଖ: rc://*/ta/man/translate/figs-rquestion)

be baptized

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ ତୁମକୁ ବାପ୍ତିସ୍ମ ଦେବାକୁ ଦିଅ” କିମ୍ବା “ବାପ୍ତିସ୍ମ ଗ୍ରହଣ କର” (ଦେଖ: rc://*/ta/man/translate/figs-activepassive)

wash away your sins

ଯେପରି ଜଣକର ଦେହ ଧୋଇଲେ ମଇଳା ସଫା ହୁଏ, ସେହିପରି କ୍ଷମାପ୍ରାପ୍ତି ନିମନ୍ତେ ଯୀଶୁଙ୍କର ନାମରେ ପ୍ରାର୍ଥନା କଲେ ଜଣକର ଅନ୍ତର ପାପରୁ ସଫା ହୁଏ I ବିକଳ୍ପ ଅନୁବାଦ: “ତୁମର ପାପ ପାଇଁ କ୍ଷମା ମାଗ” (ଦେଖ: rc://*/ta/man/translate/figs-metaphor)

calling on his name

ଏଠାରେ “ନାମ” ପ୍ରଭୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ଡାକି” କିମ୍ବା “ପ୍ରଭୁଙ୍କଠାରେ ଭରସା କରି”