or_tn/act/21/40.md

1.3 KiB

the captain had given him permission

“ଅନୁମତି” ଶବ୍ଦଟି କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେନାପତି ପାଉଲଙ୍କୁ କହିବାକୁ ଅନୁମତି ଦେଲେ” କିମ୍ବା “ସେନାପତି ପାଉଲଙ୍କୁ କହିବାକୁ କହିଲେ” (ଦେଖ: rc://*/ta/man/translate/figs-abstractnouns)

Paul stood on the steps

ଏଠାରେ “ସୋପାନ” ଶବ୍ଦଟି ଗଡ ଉପରକୁ ଯାଇଥିବା ସିଡିର ସୋପାନ ଗୁଡିକୁ ବୁଝାଏ I

motioned with the hand to the people

ପାଉଲ କାହିଁକି ହସ୍ତ ଦ୍ବାରା ସଙ୍କେତ ଦେଲେ, ସେ ବିଷୟକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ନୀରବ ହେବା ପାଇଁ ହସ୍ତରେ ସଙ୍କେତ ଦେଲେ” (ଦେଖ: rc://*/ta/man/translate/figs-explicit)

When there was a deep silence

ଯେତେବେଳେ ଲୋକମାନେ ସମ୍ପୂର୍ଣ୍ଣଭାବରେ ନୀରବ ହେଲେ