or_tn/act/21/39.md

500 B

Connecting Statement:

ପାଉଲ ଯାହା କରିଥିଲେ ତା’ର ପକ୍ଷ ସମର୍ଥନ କରିବାକୁ ଆରମ୍ଭ କରିଥିଲେ

I ask you

ମୁଁ ଅନୁରୋଧ କରୁଅଛି କିମ୍ବା “ମୁଁ ନିବେଦନ କରୁଅଛି”

allow me

ଦଯାକରି ମୋତେ କହିବାକୁ ଦିଅନ୍ତୁ କିମ୍ବା “ଦୟାକରି ମୋତେ ଅନୁମତି ଦିଅନ୍ତୁ”