or_tn/act/21/36.md

437 B

Away with him

ଜନଗହଳି ପାଉଲଙ୍କର ମୃତ୍ୟୁଦଣ୍ଡ ପାଇଁ ଅପେକ୍ଷାକୃତ କୋମଳ ଓ ଅସ୍ପଷ୍ଟ ଭାଷା ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: ""ତାହାକୁ ମୃତ୍ୟୁ ଦଣ୍ଡ ଦିଅ” କିମ୍ବା “ବଧ କର” (ଦେଖ: rc://*/ta/man/translate/figs-euphemism)