or_tn/act/21/26.md

1.7 KiB

took the men

ଏହି ୪ ଜଣ ଲୋକ ବ୍ରତ କରିଥିଲେ

purifying himself with them

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଯିହୂଦୀମାନଙ୍କୁ ବିଧିମତେ ବା ରୀତିମତେ ଶୁଚି ହେବାକୁ ପଡୁଥିଲା I ବିଜାତିମାନଙ୍କ ସଂସ୍ପର୍ଶରେ ଆସିଥିବା ଯିହୂଦୀମାନଙ୍କପାଇଁ ଏହି ଶୌଚକରଣ ନିୟମ ଥିଲା I

went into the temple

ସେମାନେ ମନ୍ଦିରର ଭିତର ସ୍ଥାନକୁ ପ୍ରବେଶ କରୁ ନ ଥିଲେ ଯେଉଁଠାକୁ କେବଳ ମହାଜାଯକ ପ୍ରବେଶ କରିପାରିବେ I ସେମାନେ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରୁଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ ଗଲେ” (See: rc://*/ta/man/translate/figs-synecdoche)

the days of purification

ମନ୍ଦିର ଅଞ୍ଚଳରେ ପ୍ରବେଶ କରିବାକୁ ଯେଉଁ ଶୌଚକରଣ ପ୍ରକ୍ରିୟା ଆବଶ୍ୟକ ହେଉଥିଲା, ତା’ଠାରୁ ଏହା ଏକ ପୃଥକ୍ ଶୌଚକରଣ ପ୍ରକ୍ରିୟା ଥିଲା I

until the offering was offered

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପଶୁ ନେଇ ବଳି ଉତ୍ସର୍ଗ କରିବା ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-activepassive)