or_tn/act/21/23.md

520 B

four men who made a vow

ଚାରି ଜଣ ଲୋକ ଯେଉଁମାନେ ଈଶ୍ବରଙ୍କ ପ୍ରତି ଏକ ପ୍ରତିଜ୍ଞା କରିଥିଲେ I ଏହା ଏ ପ୍ରକାର ଗୋଟିଏ ବ୍ରତ, ଯହିଁରେ ଜଣେ ବ୍ୟକ୍ତି ତାହାର ମନସ୍ଥ କରିଥିବା ସମୟର ଶେଷ ନ ହେବା ପର୍ଯ୍ୟନ୍ତ ମଦ୍ୟପାନ କରିବ ନାହିଁ କି କେଶ କାଟିବ ନାହିଁ I