or_tn/act/21/22.md

1.5 KiB
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ (ପ୍ରେରିତ ୨୧:୧୮) ବୁଝାଏ I “ସେମାନେ” ଶବ୍ଦଟି ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ (ପ୍ରେରିତ ୨୧:-୨୧)I “ସେମାନଙ୍କୁ” “ସେମାନଙ୍କର” ଓ ପ୍ରଥମ “ସେମାନେ” ଶବ୍ଦଗୁଡିକ ବ୍ରତ କରିଥିବା ଚାରି ଜଣ ଲୋକଙ୍କୁ ବୁଝାଏ I ଦ୍ବିତୀୟ “ସେମାନେ” ଶବ୍ଦ ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ I (ଦେଖ: rc://*/ta/man/translate/figs-exclusive)