or_tn/act/21/21.md

2.6 KiB

They have been told about you ... not to follow the old customs

ସ୍ପଷ୍ଟ ଭାବରେ ଏଠାରେ କେତେକ ଯିହୂଦୀ ଅଛନ୍ତି ଯେଉଁମାନେ ପାଉଲଙ୍କର ଶିକ୍ଷାକୁ ବିକୃତ କରୁଛନ୍ତି I ସେ ଯିହୂଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ନିରୁତ୍ସାହିତ କରୁନାହାନ୍ତି I ତାଙ୍କର ବାର୍ତ୍ତା ହେଉଛି ଯେ ଯୀଶୁ ସେମାନଙ୍କୁ ପରିତ୍ରାଣ କରିବା ପାଇଁ ସୁନ୍ନତ ଓ ଅନ୍ୟାନ୍ୟ ବିଧିର ଆବଶ୍ୟକତା ନାହିଁ I ତୁମେ ସ୍ପଷ୍ଟ କରିପାରିବ ଯେ ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କର ନେତାମାନେ ଜାଣିଥିଲେ ଯେ ପାଉଲ ଈଶ୍ବରଙ୍କର ସତ୍ୟ ସମ୍ବାଦକୁ ଶିକ୍ଷା ଦେଉଥିଲେ I(ଦେଖ: rc://*/ta/man/translate/figs-explicit)

They have been told

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଯିହୂଦୀ ବିଶ୍ବାସୀମାନଙ୍କୁ କହିଛନ୍ତି” (ଦେଖ: rc://*/ta/man/translate/figs-activepassive)

to abandon Moses

ଏଠାରେ “ମୋଶା” ଶବ୍ଦ ମୋଶାଙ୍କ ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶା ଆମ୍ଭମାନଙ୍କୁ ଯେଉଁ ବ୍ୟବସ୍ଥା ଦେଇଥିଲେ ତାହା ପାଳନ କରିବା ବନ୍ଦ କରିବାକୁ” (ଦେଖ: rc://*/ta/man/translate/figs-metonymy)

not to follow the old customs

ପୁରାତନ ପ୍ରଥାକୁ ପାଳନ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ପ୍ରଥାଗୁଡିକ ସେମାନଙ୍କୁ କଢାଇ ନେଉଥିଲେ ଓ ଲୋକମାନେ ପଛରେ ଚାଲୁଥିଲେ I ବିକଳ୍ପ ଅନୁବାଦ: “ପୁରାତନ ପ୍ରଥା ପାଳନ ନ କରିବାକୁ” କିମ୍ବା “ପୁରାତନ ପ୍ରଥା ଅଭ୍ୟାସ ନ କରିବାକୁ” (ଦେଖ: rc://*/ta/man/translate/figs-metaphor)

the old customs

ଯିହୂଦୀମାନେ ସାଧାରଣ ଭାବେ ପାଳନ କରୁଥିବା ପ୍ରଥାଗୁଡିକ