or_tn/act/21/20.md

16 lines
982 B
Markdown

# Connecting Statement:
ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ ସେମାନଙ୍କର ପ୍ରତ୍ୟୁତ୍ତର ଦେବାକୁ ଆରମ୍ଭ କରୁଛନ୍ତି I
# they heard ... they praised ... they said to him
ଏଠାରେ “ସେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ I
# brother
ଏଠାରେ “ଭାଇ”ର ଅର୍ଥ “ସହ-ବିଶ୍ବାସୀ I”
# They are
“ସେମାନେ” ଶବ୍ଦଟି ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନେ ଚାହୁଁଥିଲେ ଯେ ସମସ୍ତ ଯିହୂଦୀ ବିଶ୍ବାସୀଗଣ ଯିହୂଦୀ ବ୍ୟବସ୍ଥା ଓ ପ୍ରଥାକୁ ମାନନ୍ତୁ I