or_tn/act/21/10.md

16 lines
1.0 KiB
Markdown

# General Information:
ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ଏହା କାଇସରିଆରେ ଭାବବାଦୀ ଆଗାବଙ୍କ ଦ୍ବାରା ପାଉଲଙ୍କ ବିଷୟରେ କୁହାଯାଇଥିବା ଏକ ଭାବବାଣୀ ବିଷୟରେ କହେ I
# a certain prophet named Agabus
ଏହା ଘଟଣା ମଧ୍ୟରେ ଜଣେ ନୂଆ ବ୍ୟକ୍ତିଙ୍କର ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]])
# named Agabus
ଆଗାବ ଯିହୂଦାର ଜଣେ ଲୋକ ଥିଲେ I (ଦେଖ: [[rc://*/ta/man/translate/translate-names]])