or_tn/act/21/03.md

1013 B

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

leaving it on the left side of the boat

ବାମ ପାଖରେ ଦ୍ବୀପକୁ ଛାଡିଲୁ I ବାମ ପଟ ହେଉଛି ଜାହାଜର “ବନ୍ଦର” ପାଖ I

where the ship was to unload its cargo

ଏଠାରେ “ଜାହାଜ” ଜାହାଜକୁ ଚଳାଉଥିବା କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଜାହାଜ କର୍ମଚାରୀମାନେ ଜାହାଜରୁ ଜିନିଷପତ୍ର ଖାଲି କରିବେ” (ଦେଖ: rc://*/ta/man/translate/figs-metonymy)