or_tn/act/21/02.md

8 lines
1.2 KiB
Markdown

# When we found a ship crossing over to Phoenicia
ଏଠାରେ “ପାର ହୋଇ ଯାଉଥିବା ଗୋଟିଏ ଜାହାଜ” ଜାହାଜ ଚଳାଉଥିବା କର୍ମଚାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ଜାହାଜ କର୍ମଚାରୀମାନଙ୍କ ସହ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇଲୁ” (ଦେଖ: [[rc://*/ta/man/translate/figs-metonymy]])
# a ship crossing over
ଏଠାରେ “ପାର ହୋଇଯିବା”ର ଅର୍ଥ ନୁହେଁ ଯେ ଏହା ବର୍ତ୍ତମାନ ପାର ହୋଇ ଯାଉଛି, କିନ୍ତୁ ଶୀଘ୍ର ଏହା ଫୈନୀକିଆକୁ ପାର ହୋଇ ଯିବାକୁ ପ୍ରସ୍ତୁତ I ବିକଳ୍ପ ଅନୁବାଦ: “ଗୋଟିଏ ଜାହାଜ ଯାହା ଜଳ ପାର ହୋଇ ଯିବାକୁ ପ୍ରସ୍ତୁତ” କିମ୍ବା “ଗୋଟିଏ ଜାହଜ ଯାହା ଯିବାକୁ ପ୍ରସ୍ତୁତ”