or_tn/act/20/30.md

882 B

in order to draw away the disciples after them

ଜଣେ ଭ୍ରାନ୍ତ ଶିକ୍ଷକ ତାହାର ଭ୍ରାନ୍ତ ଶିକ୍ଷାରେ ବିଶ୍ବାସ କରିବାକୁ ଆରମ୍ଭ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ମନାଇବା ବିଷୟକୁ ଏପରି କୁହାଯାଏ ସତେ ଯେପରି ସେ ମେଷପଲକୁ ତାହାର ଅନୁଗମନ କରିବା ନିମନ୍ତେ ଦୂରକୁ କଢାଇନେଉଛି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଶିଷ୍ୟ ହେବା ପରିବର୍ତ୍ତେ ତାହାର ଶିଷ୍ୟ ହେବା ନିମନ୍ତେ ଲୋକମାନଙ୍କୁ ମନାଇବା ସକାଶେ” (ଦେଖ: rc://*/ta/man/translate/figs-metaphor)