or_tn/act/20/29.md

775 B

vicious wolves will come in among you and will not spare the flock

ଏହା ସେହି ଲୋକମାନଙ୍କର ପ୍ରତିଛବି, ଯେଉଁମାନେ ଭ୍ରାନ୍ତ ଶିକ୍ଷା ଦିଅନ୍ତି ଓ ବିଶ୍ବାସୀ ସମୁଦାୟର ଅନିଷ୍ଟ କରନ୍ତି, ସତେ ଯେପରି ସେମାନେ ମେଷପଲକୁ ଖାଇଯାଉଥିବା ବାଘମାନେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟକୁ ଅନେକ ଶତ୍ରୁ ଆସିବେ ଓ ବିଶ୍ବାସୀ ସମୁଦାୟର ଅନିଷ୍ଟ କରିବାକୁ ଚେଷ୍ଟା କରିବେ” (ଦେଖ: rc://*/ta/man/translate/figs-metaphor)