or_tn/act/20/28.md

2.3 KiB

Therefore

କାରଣ ମୁଁ ଏବେ ଯାହା କହିଛି ତାହା ସତ୍ୟ ଅଟେ, ସେମାନଙ୍କଠାରୁ ବିଦାୟ ନେବା ବିଷୟରେ ପାଉଲ ଆପଣା ବକ୍ତବ୍ୟରେ ଏପର୍ଯ୍ୟନ୍ତ କହିଥିବା ସମସ୍ତ କଥାକୁ ଏହା ବୁଝାଏ I

the flock of which the Holy Spirit has made you overseers. Be careful to shepherd the church of God

ଏଠାରେ ବିଶ୍ବାସୀମାନଙ୍କୁ ଏକ “ପଲ” ସଦୃଶ ତୁଳନା କରାଯାଇଛି I ଯେପରି ଜଣେ ମେଷପାଳକ ଆପଣା ମେଷପଲର ଯତ୍ନ ନେଇ ବାଘମାନଙ୍କଠାରୁ ସେମାନଙ୍କୁ ରକ୍ଷା କରନ୍ତି, ସେପରି ବିଶ୍ବାସୀ ସମୁଦାୟର ଯତ୍ନ ନେବାପାଇଁ ମଣ୍ଡଳୀର ନେତାଗଣ ଈଶ୍ବରଙ୍କ ଦ୍ବାରା ଦାୟିତ୍ବ ପ୍ରାପ୍ତ ହୋଇଛନ୍ତି I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କର ଯେଉଁ ଦଳକୁ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ସମର୍ପଣ କରିଅଛନ୍ତି I ଈଶ୍ବରଙ୍କ ମଣ୍ଡଳୀର ଯତ୍ନ ନେବାପାଇଁ ତତ୍ପର ହୁଅ” (ଦେଖ: rc://*/ta/man/translate/figs-metaphor)

the church of God, which he purchased with his own blood

ଏଠାରେ ଖ୍ରୀଷ୍ଟଙ୍କର “ରକ୍ତ” ପାତିତ ହେବା ବିଷୟକୁ ଆମ୍ଭମାନଙ୍କର ପାପ ନିମନ୍ତେ ଈଶ୍ବରଙ୍କୁ ପ୍ରଦାନ କରାଯାଉଥିବା ଏକ ପାଉଣା ସହିତ ତୁଳନା କରାଯାଇଛି I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଖ୍ରୀଷ୍ଟ ଆପଣାର ରକ୍ତପାତ କରି ଯେଉଁ ଲୋକମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିଛନ୍ତି” (ଦେଖ: rc://*/ta/man/translate/figs-metaphor)

his own blood

ଏଠାରେ “ରକ୍ତ” ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)