or_tn/act/20/27.md

4 lines
584 B
Markdown

# For I did not hold back from declaring to you
କାରଣ ମୁଁ ନୀରବ ରହି ନ ଥିଲି କି ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭମାନଙ୍କ ନିକଟରେ ନିଶ୍ଚିତ ଭାବରେ ଘୋଷଣା କରିଥିଲି” (ଦେଖ: [[rc://*/ta/man/translate/figs-litotes]])