or_tn/act/20/24.md

1.8 KiB

if only I may finish the race and complete the ministry that I received from the Lord Jesus

ଏହା ପାଉଲଙ୍କର “ଦୌଡ” ଓ ସେବାକାର୍ଯ୍ୟ” ବିଷୟରେ କହେ ସତେ ଯେପରି ସେଗୁଡିକ କିଛି ପଦାର୍ଥ ଯାହା ଯୀଶୁ ଦେଉଛନ୍ତି ଓ ପାଉଲ ଗ୍ରହଣ କରୁଛନ୍ତି I ଏଠାରେ “ଦୌଡ” ଓ “ସେବାକାର୍ଯ୍ୟ” ମୂଳତଃ ସମାନ ବିଷୟକୁ ବୁଝାଏ I ଗୁରୁତ୍ବ ଦେବା ସକାଶେ ପାଉଲ ଏହା ପୁନରାବୃତ୍ତି କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ପ୍ରଭୁଯୀଶୁ ମୋତେ ଯେଉଁ କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି ସେହି କାର୍ଯ୍ୟକୁ ମୁଁ ସମ୍ପୂର୍ଣ୍ଣ କରିପାରେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-doublet]])

finish the race

ଯୀଶୁ ତାହାଙ୍କୁ ଯେଉଁ କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଏକ ପ୍ରତିଯୋଗିତାରେ ଦୌଡୁଛନ୍ତି I (ଦେଖ: rc://*/ta/man/translate/figs-metaphor)

to testify to the gospel of the grace of God

ଈଶ୍ବରଙ୍କ ଅନୁଗ୍ରହ ବିଷୟରେ ସୁସମାଚାର କହିବାକୁ I ପାଉଲ ଏହି ସେବାକାର୍ଯ୍ୟ ଯୀଶୁଙ୍କଠାରୁ ପାଇଥିଲେ I