or_tn/act/20/19.md

1.7 KiB

lowliness of mind

ଏହା ନମ୍ର ହେବା ବିଷୟରେ କିଛି କୁହେ ସତେ ଯେପରି ଏହା ଭୂମି ପର୍ଯ୍ୟନ୍ତ ନିମ୍ନ ଅଟେ I “ମନ” ଶବ୍ଦଟି ଜଣେ ଲୋକର ଆନ୍ତରିକ ଆଚରଣକୁ ବୁଝାଏ I ବିକଳ୍ପ ଅନୁବାଦ: “ନମ୍ରତା” କିମ୍ବା “ବିନମ୍ରତା” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

with tears

ଏଠାରେ “ଅଶ୍ରୁ” ଦୁଃଖ ଅନୁଭବ କରିବା ଓ କ୍ରନ୍ଦନ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସେବା କରୁଥିବା ସମୟରେ ମୁଁ କ୍ରନ୍ଦନ କରୁଅଛି” (ଦେଖ: rc://*/ta/man/translate/figs-metonymy)

in sufferings that happened to me

ଦୁଃଖଭୋଗ ଏକ ଗୁଣବାଚକ ବିଶେଷ୍ୟ I ଏହାର ଅର୍ଥକୁ ଏକ କ୍ରିୟା ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ଦୁଃଖଭୋଗ କରୁଥିଲି” (ଦେଖ: rc://*/ta/man/translate/figs-abstractnouns)

of the Jews

ଏହା ପ୍ରତ୍ୟେକ ଯିହୂଦୀକୁ ବୁଝାଏ ନାହିଁ I ଏହା ଆମ୍ଭମାନଙ୍କୁ ଜଣାଇଦିଏ ଯେ କେଉଁମାନେ ଷଡଯନ୍ତ୍ର କରୁଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀମାନଙ୍କ ମଧ୍ୟରୁ କେତେକ” (ଦେଖ: rc://*/ta/man/translate/figs-synecdoche)