or_tn/act/20/16.md

971 B

For Paul had decided to sail past Ephesus

ପାଉଲ ମୀଲୀତରେ ପହଞ୍ଚିବାପାଇଁ ଏଫିସ ବନ୍ଦର ନଗରୀର ଦକ୍ଷିଣ ଭାଗ ଦେଇ, ଆହୁରି ଦକ୍ଷିଣକୁ ଯାତ୍ରା କଲେ I (ଦେଖ: rc://*/ta/man/translate/translate-names)

so that he would not spend any time

ଏହା “ସମୟ” ବିଷୟରେ କହେ ସତେ ଯେପରି ଏହା ଏକ ସାମଗ୍ରୀ, ଯାହା ଜଣେ ଖର୍ଚ୍ଚ କରିପାରିବ କିମ୍ବା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେପରି ତାଙ୍କୁ ଆଉ କିଛି ସମୟ ପାଇଁ ରହିବାକୁ ପଡ଼ିବ ନାହିଁ” କିମ୍ବା “ଯେପରି ତାଙ୍କର ଆଉ ବିଳମ୍ବ ହେବ ନାହିଁ” (ଦେଖ: rc://*/ta/man/translate/figs-metaphor)