or_tn/act/20/09.md

2.3 KiB

General Information:

ଏଠାରେ “ସେ ନିଜେ” ଶବ୍ଦ ପାଉଲଙ୍କୁ ବୁଝାଏ I ପ୍ରଥମ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ; ଦ୍ବିତୀୟ “ସେ” ଶବ୍ଦ ଯୁବା ଇଉତୁଖଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ଇଉତୁଖଙ୍କୁ ବୁଝାଏ I

In the window

ଏହା କାନ୍ଥଧାରରେ ଖୋଳାହୋଇଥିବା ଏକ ଯଥେଷ୍ଟ ଓସାରିଆ ଥାକ ଯାହା ଉପରେ ଜଣେ ବସିପାରିବ I

Eutychus

ଏହା ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)

who fell into a deep sleep

ଏହା ନିଦ୍ରା ବିଷୟରେ ଏପରି କହେ ସତେ ଯେପରି ଏହା ଏକ ଗଭୀର ଗର୍ତ୍ତ, ଯହିଁ ଭିତରକୁ ଜଣେ ପଡିଯାଇପାରିବ I ବିକଳ୍ପ ଅନୁବାଦ:”ଯେ ଘୋର ନିଦ୍ରାରେ ଶୋଇଗଲା” କିମ୍ବା “ଯେ ପରିଶେଷରେ ଘୋର ନିଦ୍ରାରେ ଶୋଇଯିବା ପର୍ଯ୍ୟନ୍ତ ଆହୁରି ଆହୁରି କ୍ଲାନ୍ତ ହୋଇଗଲା” (ଦେଖ: rc://*/ta/man/translate/figs-metaphor)

third story and was picked up dead

ଯେତେବେଳେ ସେମାନେ ତାହାର ଅବସ୍ଥା ଦେଖିବାପାଇଁ ତଳକୁ ଗଲେ, ସେମାନେ ତାକୁ ମୃତ ଦେଖିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୃତୀୟ ମହଲା; ଆଉ ସେମାନେ ଯେତେବେଳେ ତାହାକୁ ଉଠାଇଲେ, ସେମାନେ ସେ ମୃତ ବୋଲି ଜାଣିଲେ” (ଦେଖ: rc://*/ta/man/translate/figs-activepassive)

third story

ଏହାର ଅର୍ଥ ଭୂମିସ୍ଥିତ ମହଲାଠାରୁ ଦୁଇ ମହଲା ଉପରେ I ଯଦି ତୁମର ସଂସ୍କୃତିରେ ଭୂମିସ୍ଥିତ ମହଲାକୁ ଗଣାଯାଏ ନାହିଁ, ତେବେ ତୁମେ ଏହାକୁ “ଦ୍ବିତୀୟ ମହଲା” ବୋଲି କହିପାର I