or_tn/act/19/38.md

1.9 KiB

Connecting Statement:

ନଗରବେବର୍ତ୍ତା ଲୋକମାନଙ୍କୁ କହିବା ଶେଷ କରୁଛନ୍ତି I

Therefore

କାରଣ ମୁଁ ଯାହା ଏହିକ୍ଷଣି କହିଅଛି ତାହା ସତ୍ୟ ଅଟେ I ନଗରବେବର୍ତ୍ତା ପ୍ରେରିତ ୧୯:୩୭ରେ କହିଥିଲେ ଯେ ଗାୟ ଓ ଆରିସ୍ତାର୍ଖ ଲୁଣ୍ଠନକାରୀ କିମ୍ବା ମହାଦେବୀଙ୍କ ନିନ୍ଦକ ନୁହନ୍ତି I

have an accusation against anyone

“ଅଭିଯୋଗ” ଶବ୍ଦଟିକୁ କ୍ରିୟା ଭାବରେ “ଅଭିଯୋଗ କରିବା” ବୋଲି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ : “କାହାରି ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଛ” (ଦେଖ: rc://*/ta/man/translate/figs-abstractnouns)

proconsuls

ରୋମୀୟ ଶାସନକର୍ତ୍ତାଙ୍କର ପ୍ରତିନିଧି ଯିଏ ବିଚାରାଳୟରେ ଆଇନଗତ ନିଷ୍ପତ୍ତି ନେଉଥିଲେ (ଦେଖ: rc://*/ta/man/translate/translate-unknown)

Let them accuse one another

ଏହାର ଅର୍ଥ ନୁହେଁ ଯେ ଦୀମୀତ୍ରିୟ ଓ ତାହାର ସଙ୍ଗୀମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବେ I ଏହାର ଅର୍ଥ ଏହି ସ୍ଥାନରେ ଲୋକମାନେ ସାଧାରଣଭାବରେ ଆପଣା ଆପଣାର ଅଭିଯୋଗ କରିପାରିବେ I ବିକଳ୍ପ ଅନୁବାଦ: “ସେଠାରେ ଲୋକମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରି କରିବେ”